ads

Breaking News

ବାଜପେୟୀଙ୍କ ୯୫ ତମ ଜୟନ୍ତୀ

ବରୀ----ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମ ସ୍ଥିତ ସାମେଶ୍ୱର ମନ୍ଦିର ପରିସରରେ ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଆରମ୍ଭରେ ଦେଶତ୍ମା ସଙ୍ଗୀତ ପରିବେଷଣ କରାଯାଇଥିଲା । ବରୀ ନିର୍ବାଚନ ମଣ୍ଡଳୀର ୬ ଗୋଟି ଜୋନ୍ ର ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।  ବିଜେପି ନେତା ଅକ୍ଷୟ କୁମାର ବେଉରିଆ, ନିର୍ମଳ କୁମାର ସାମଲ,ମନୋଜ ବିଶ୍ୱାଳ ମନୋଜ କୁମାର ମହାପତ୍ର, ପ୍ରିୟବ୍ରତ ଜେନା,ବିବେକ ଗନ୍ତାୟତ,କୁମାର ସାମଲ, ଅଂଜନା ସାମଲ, ପ୍ରଫୁଲ ଗିରି, କାହ୍ନୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ଜୀବନି ଉପରେ ଆଲୋକ ପାତ କରିଥିଲେ ।
 ଯାଜପୁର ଓ ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts