ads

Breaking News

ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ

 P mohapatra
Jagatasinhpur

ଜଗତସିଂହପୁର––– କୁଜଙ୍ଗ ବ୍ଳକ ଅନ୍ତର୍ଗତ ଗୋପିଆକୁଦ ଗ୍ରାମ ପାୟତର କାଳିଆପାଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ବଡଦିନ ଅବସରରେ ୨୦୦୦ ବ୍ୟାଚର ଏକ ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ପ୍ରତିବର୍ଷ ପରି ବର୍ଷ ମଧ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ଛାତ୍ର ଛାତ୍ରୀ ମାନେ ନିଜନିଜ ମଧ୍ୟରେ ସେହି ଦିନର ସ୍କୃତିକୁ ସାଉଁଟିଥିଲେ , ପ୍ରସନ୍ନ କୁମାର ସାମଲ, ସାମ୍ବାଦିକ ପ୍ରଳୟ କୁମାର ମହାପାତ୍ର, ଶିକ୍ଷକ କାହ୍ନୁ ଚରଣ ବେହେରା, ମାନସ କୁମାର ମାଝୀ, ଶିକ୍ଷୟତ୍ରୀ ସସ୍ମିତା ସେଠୀ, ମନୋରଞ୍ଜନ ରାଉତ, ବାବାଜି ପାଣି, ଟୁକୁନା ସାମଲ, ବିଜୟ ସାମଲ, ନିଗମାନନ୍ଦ ମାଝୀ, ପ୍ରଫୁଲ ରାଉତ, ପ୍ରତି ରଞ୍ଜନ ଦଳାଇ, ଦୀପକ ସାମଲ, ସମିର ପଣ୍ଡା, ମଧୁ ମଙ୍ଗଳ ମହାରଣା, ସରୋଜ ବେହେରା, ମନୋରଞ୍ଜନ ବେହେରା. ସୁଧାଶଂ ରେଖର ପାଣି, ରୀନା ମାଝି, ଅନିତା ପରିଡା, ସୁଜିତ ଦଳାଇ, ଭରତ ଚନ୍ଦ୍ର ପଣ୍ତା, ଝିଲି ପରିଡା ଜିତେନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ
ଜଗତସଂହିପୁର ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts