ads

Breaking News

ବେଗୁନିଆରେ ଧାନମଣ୍ଡି ଖୋଲିଲା

ବେଗୁନିଆ--- ବେଗୁନିଆ ବ୍ଲକରେ ପ୍ରଥମ କରି  ଡିଙ୍ଗର ସେବା ସମବାୟ ସମିତି ଲିଃ ରେ ଧାନ ମଣ୍ଡି   ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ  ପ୍ରଦୀପ ପ୍ରଜ୍ୱଳନ କରିବା ସହ ନଡିଆ ବାଡେଇ ଧାନମଣ୍ଡିକୁ ଆନୁଷ୍ଠାନିକ ଭାବେ  ଉଦ୍ ଘାଟନ କରିଛନ୍ତି । ଅନୁଷ୍ଠିତ ସଭାରେ ସମିତିର ସଭାପତି  ସୌରୀ ସାହୁ ଅଧ୍ୟକ୍ଷତା କରିଥିଲେ  ।  ସେବା ସମବାୟର ସହକାରୀ ଉପନିବନ୍ଧକ ଉମାଶଙ୍କର ଦାଶ,ବେଗୁନିଆ ଯୋଗାଣ ଅଧିକାରୀ ମନୋଜ କୁମାର ଶର୍ମା,ରାଜସ୍ୱ ନିରୀକ୍ଷକ ବିଜୟ କୁମାର ମାର୍ଥା,କେନ୍ଦ୍ର ସମବାୟବ୍ୟାଙ୍କ ଶାଖାର ପରିଚାଳିକା ତପସ୍ୱିନୀ ରାଉତରାୟ,ଖୋର୍ଦ୍ଧା ବଜାର ନିୟନ୍ତ୍ରିତ କମିଟି ଆଞ୍ଚଳିକର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ,ବେଗୁନିଆ ସହକାରୀ କୃଷିଅଧିକାରୀ ରତିକାନ୍ତ ପଟ୍ଟନାୟକ ,ସ୍ଥାନି ୟ ସରପଞ୍ଚ ଶିବ ପ୍ରସାଦ ଦାସ,ରାଉତପଡା ସମିତିସଭ୍ୟ ବିବେକାନନ୍ଦ ରାଉତରାୟ,ଆତ୍ମାର ଅଧ୍ୟକ୍ଷ ଶ୍ରୀ ନିବାସ ରାୟ,ପୂର୍ବତନ ଉପାଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ,ସହକାରୀ ପାଣୀ ଚିକିସାô ଅଧିକାରୀ ବିଶ୍ୱ ରଂଜନ ରାଉତ,ଡିଙ୍ଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ବରିଶଲ  ଓ ରାଉତପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ଭାହୀ ଅଧିକାରୀ ସୌମ୍ୟ ରଞନ ପ୍ରଧାନ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇଥିଲେ । ଧାନ ମଣ୍ଡିର ଉଦଘାଟନ ପରେ ପୂର୍ବରୁ ସ୍ଥିରିକୃତ ଚାଷୀମାନେ ନିଜର ଧାନକୁ  ବିକ୍ରୟ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts