ads

Breaking News

ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ବର୍ଜ୍ଜନ ନେଇ ବାର୍ତ୍ତା।


J sheti
Puri
ପୁରୀ------ ନୂଆ ବର୍ଷ ସମସ୍ତ ଙ୍କ ପାଇଁ ସୁଖ ମୟ ଓ ମଙ୍ଗଳ ମୟ ହେଉ।   ନୂତନ ବର୍ଷ ରୁ ରାଜ୍ୟ ବାସୀ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ବର୍ଜ୍ଜନ ନେଇ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯାଇଛି ବାଲୁକାକଳା ରେ। ପୁରୀ ଲାଇଟ ହାଉସ ବେଳାଭୂମି ରେ ବଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବାର୍ତା ନେଇ ନୂଆ ବର୍ଷ ନିମନ୍ତେ ଏକ ସୁନ୍ଦର ବାଲୁକାକଳା କରି ଛନ୍ତି। ଅନ୍ୟପଟେ ବାଲୁକାକଳା କୁ ଦେଖି ବାକୁ ମଧ୍ୟ ଦେଶ ବିଦେଶରୁ ପାର୍ଯ୍ୟଟକ ଙ୍କ ଭିଡ଼ ହେଉଛି। ପୁରୀ କୁ ଆସିଥିବା ପାର୍ଯ୍ୟଟକ ସମସ୍ତେ ଖୁସି ଏକ ଅନୁଭବ ନେଇ ଫେରିବା ପାଇଁ ମହାପ୍ରଭୁ ଙ୍କ ନିକଟରେ ବଲୁକା ଶିଳ୍ପୀ ମାନସ ପ୍ରାର୍ଥନା କରିଛନ୍ତି।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts