ads

Breaking News

ଚକ୍ରାସନ ଓ ହାତରେ ଚାଲିଲେ ଯୁବକ


ବେଗୁନିଆ––– ବୋଲଗଡ ବ୍ଲକ ଅସରଳା ପାୟତ ଅନ୍ତର୍ଗତ  ମାଗୁରା ଗ୍ରାମର ଲକ୍ଷ୍ମୀଧର ବରାଡଙ୍କ ପୁଅ  ସୌଭାଗ୍ୟ ରଞ୍ଜନ ବରାଡ(୨୪)  ଚକ୍ରାସନରେ  ୨୫୦ ମିଟର ୩୦୦  ମିଟର ହାତରେ ଚାଲି ପାରି ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ଛାତ୍ର ଅବସ୍ଥାରୁ ଯୋଗ ପ୍ରତି  ଅହେତୁକ ଆଗ୍ରହ ସୃଷ୍ଟି ରଞ୍ଜନଙ୍କର ହୋଇଥିଲା ପରେ ମୋବାଇଲର ବହୁଳ ପ୍ରଚାର ପ୍ରସାର ଯୋଗୁଁ  ୟୁଟ୍୍ୟୁବରୁ  ଯୋଗ ଦେଖି   ୨୦୧୭ ମସିହାରୁ    ନିୟମିତ ଭାବରେ ନିଜେ ଅଭ୍ୟାସରେ ପରିଣତ କରିଥିଲେ ସେ ଆଗାମୀ ଦିନରେ ଗିନିସ ବୁକ ଅଫ ରେକର୍ଡ ଇଣ୍ତିଆନ ବୁକରେ ସ୍ଥାନ  ପାଇବା ପାଇଁ  ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ବର୍ତମାନ ସୌଭାଗ୍ୟ ଖୋର୍ଦ୍ଧା ଶିଳ୍ପାଳର ବ୍ରିଟାନିଆ କମ୍ପାନୀରେ ଇଲେଟ୍ରିକାଲ ମେଣ୍ଟାନାନସ  କର୍ମଚାରୀ ଭାବରେ କାର୍ଯ୍ୟରତ ଅଛନ୍ତି ତାଙ୍କର ଏଭଳି ଦୁସାହାସିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ମିଳିଛି
 ବେଗୁନିଆରୁ ଯୋଗେଶ୍ବର ପଣ୍ତା


ads

Blog Archive