ads

Breaking News

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମହାମହିମ ରାଜ୍ୟପାଳ


J Sheti
Puri
  ପୁରୀ -----ପୁରୀ ଗସ୍ତରେ ରାଜ୍ୟପାଳ ଶ୍ରୀଗଣେସି ଲାଲ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରାଜ୍ୟବାସୀ ଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ରାଜ୍ୟପାଳ। ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ ବୋଲି ସେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ କାମନା କରିଥିବା କହିଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଓଡିଶାର ମହାମହିମ ରାଜ୍ୟପାଳ ଆସିବାକୁ ନେଇ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସଜାଗ ଥିବା ଦେଖିବାକୁ ମିଳିଥିଲା।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts