ads

Breaking News

ଗୋପରେ ବିଜୁଜନତା ଦଳ ୨୩ତମ ପ୍ରତିଷ୍ଠା ଦିବସ ପାଳିତ l


 J sehti
Puri
ପୁରୀ ----- ବିଜୁଜନତା ଦଳ ୨୩ ତମ ପତିଷ୍ଠା ଦିବସ ଗୋପ ଆଖଣ୍ଡଳ ମହାଦେବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭବେ ଯୋଗ ଦେଇଥିଲେ ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୨୩ ତମ ବିଜେଡି ପ୍ରତିଷ୍ଠା ଦିବସ ରେ ବିଜୁ ଜନତା ଦଳ ପକ୍ଷରୁ  ଜନ୍ମ ବାର୍ଷିକ ପାଳନ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସରେ ହଜାର ହଜାର ସଂଖ୍ୟାରେ ମହିଳା, ଯୁବକ ଓ  ବିଜୁଜନତା ଦଳର କର୍ମୀ ମାନେ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା ହୋଇଥିଲେ ।   
ଗୋପ ବଜାର ଠାରୁ ବିଜୁଜନତା ଦଳର ହଜାର ହଜାର କର୍ମୀ ଏକ ବିରାଟ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଗୋପ ଆଖଣ୍ଡଳ ମହାଦେବ ପରିସରରେ ୨୩ ତମ ପ୍ରତିଷ୍ଠା ଦିବସର ସଭାକାର୍ଯ୍ୟ ଆରମ୍ଭ କରିଥିଲେ। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive