ads

Breaking News

ବିଜୟ ଚାନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର; ୩୫ୟୁନିଟ ରକ୍ତ ସଂଗ୍ରହ

 P mohapatra
jagasinghpur
କୁଜଙ୍ଗ------କୁଜଙ୍ଗ ବ୍ଲକର ସମାଗୋଳ ସ୍ଥିତ ବିଜୟ ଚାନ୍ଦ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ  ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ପୂର୍ବତନ ଅଧ୍ୟକ୍ଷ ଡା. ଗଙ୍ଗାଧର ସାମନ୍ତରାୟ, ବର୍ତମାନର ଅଧ୍ୟକ୍ଷ ଶ୍ରୀକାନ୍ତ ନନ୍ଦ, ଅଧ୍ୟାପକ ପ୍ରତାପ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ତ୍ରୀପାଠି,  ପ୍ରଧାନ ଶିକ୍ଷକ ଝରନ୍ଦ୍ର ପ୍ରଧାନ, ଶ୍ରୀ ରମେଶ ଚନ୍ଦ୍ର ନାୟକ, ଆଇନଜୀବୀ ଅମୃତ ଦାସ ଏବଂ ସ୍ତମ୍ବକାର ତଥା ପ୍ରବଚକ ଶରଣାରବିନ୍ଦ ଓଝା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।  ଏଥିରେ ପରେଶ କୁମାର ନାଥ, ଚିନ୍ମୟୀ ବିଶ୍ୱାଳ, ମୋନାଲିସା ସାହୁ, ଜନ୍ମେଜୟ ମଣ୍ଡଳ, ଆଶିଷ ପ୍ରିୟଦର୍ଶିନୀ, ବିଶ୍ୱଜିତ୍ ମିଶ୍ର, ପପୁ ଗୋଛାୟତ, ମଧୁସ୍ମିତା ଦାସ, ରାଜେନ୍ଦ୍ର କୁମାର ବେହେରା, ପ୍ରିୟଦର୍ଶିତା ମହାନ୍ତି, ଇପ୍ସିତା ପୃଷ୍ଟି, ନିହାରୀକା ଲେଙ୍କା ପ୍ରଭୃତି ଛାତ୍ରଛାତ୍ରି ଏବଂ ଅରୁଣ କୁମାର ପାଣି, ସସ୍ମିତା ଦାସ, ବିଭୁଦତ ଦାଶ, ଆଶିଷ କୁମାର ସ୍ୱାଇଁ, ପ୍ରଭାତ କୁମାର ନାଥ ଶର୍ମା, ସାଗର ସାମଲ, ଅଧ୍ୟାପକ ଭୋଳାନାଥ ସାହୁ, ସୌମ୍ୟରଞ୍ଜନ ଗୁରୁ, ଦୀନବନ୍ଧୁ ଗୁରୁ ପ୍ରମୁଖ ବଦାନ୍ୟ ବ୍ୟକ୍ତି ଏହି ଶିବିରକୁ ଆସି ସ୍ୱେଛାକୃତ ରକ୍ତଦାନ କରିଥିଲେ । ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ. ହେମନ୍ତ କୁମାର ମୁଦୁଲିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ଡା. ପଙ୍କଜିନି ବେହରା, ଜଗତସିଂହପୁର ବ୍ଲଡବ୍ୟାଙ୍କ ଆନୁକୂଲ୍ୟରେ ଆୟୋଜିତ ଆଜିର ଏହି ରକ୍ତଦାନ ଶିବିରରେ ୩୫ଜଣ ରକ୍ତଦାନ କରିଥିଲେ । ଜଗତସିଂହପୁରୁର ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts