ads

Breaking News

ବାଲି ବୋଝେଇ ଟ୍ରକ ମାଡିଗଲା ମହିଳାଙ୍କ ଉପରେ


 J Sehti
Nimpada
ନିମାପଡ଼ା ---- ପୁରୀ ଜିଲ୍ଲାର ଗୋପ-ବାଲିଘାଇ ରାସ୍ତାର ଅରୁଆଳି ଛକ ନିକଟରେ ଏକ ବାଲି ବୋଝେଇ ଟ୍ରକ ନ-ଓର -୧୪-ଆର -୧୧୫୦ ମାଡିଯିବାରୁ ଜଣେ ମହିଳା ମୃତୁ ବରଣ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକମାନେ ରାସ୍ତା  ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ  ଗୋପ ପୋଲିସି ପହଞ୍ଚି ଉତକ୍ତ ଲୋକଙ୍କୁ ବୁଝାଇବା ସହିତ ଘଟଣାର ତଦନ୍ତ ଆରମ୍ଭ ଚଳାଇଛି। ମୃତ ମହିଳାଙ୍କ ଘର କୋଣାର୍କ ଥାନା ଖରାଗାଁର ବୋଲି ଜଣାପଡିଛି।ମହିଳାଙ୍କ ନା ଅହଲି ଛାଟୋଇ ବୟସ ୫୦ ବୋଲି ଜଣାପଡିଛି।
 ନିମାପଡ଼ା ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts