ads

Breaking News

ଯୁକ୍ତ ତିନି କଲେଜର ନୃତନ ଗୃହ ପାଇଁ ଭୂମିପୂଜା


Atabira News and hoto, N das
 ବରଗଡ଼-----  ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଆଦର୍ଶ ପଞ୍ଚାୟତ ପାହାଡ଼ଶ୍ରୀଗିଡା ସ୍ଥିତ ଯୁକ୍ତ ୩ କଲେଜର ନୂତନ କୋଠାଘର ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଅତାବିରା  ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ଏହି ଅବସରରେ ଆଦର୍ଶ ପଞ୍ଚାୟତର ସରପଞ୍ଚ ବିଜୟ ଭୋଇ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଚିତ୍ତ ମେହେର,ବୁଦ୍ଧଦେବ ନନ୍ଦ,ତ୍ରିଭୁବନ ସିଂହ ଙ୍କ ସହ ଅନେକ ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ବରଗଡ଼ରୁ ନବୀନ କୁମାର ଦାଶ

ads

Blog Archive