ads

Breaking News

ଆକାଶରେ ଆଶ୍ଚର୍ଯ୍ୟଜନକ ଦ୍ରୁଶ୍ଯ, ଚିହ୍ନଟ ଅସ୍ପଷ୍ଟ




ଓଡ଼ଗାଁ:- ସଂନ୍ଧ୍ଯା ଆକାଶରେ ଆଜି ସଂନ୍ଧ୍ଯା ପ୍ରାୟ ୫.୫୫ ମିନିଟ୍ ରେ ଆକାଶରେ ଏକ ଉଜ୍ଜ୍ବଳ ଆଲୋକ ଦ୍ରୁଶ୍ୟମାନ ହୋଇଛି। କିନ୍ତୁ ଏହା ଉଲକା ପିଣ୍ଡ କି କଣ ତାହା ଚିହ୍ନିବା ଅସ୍ପଷ୍ଟ। ଏହି ଆଲୋକ ବହୁତ ପାଖରୁ ଗତିକଲା ପରି ଦ୍ରୁଶ୍ଯମାନ ହେଉଥିଲା। ତେବେ ବିଭିନ୍ନ ଜନସାଧାରଣ ନିଜର ଫୋନ ବାହାର କରି ଏହାର ଭିଡିଓ କଏଦ କରିଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ,୧୫/୧୨/୨୦୨୨---୮,୧୦ Sakhigopal News,15/12/2022

ads

Blog Archive

Popular Posts