ads

Breaking News

ପୁରୀ ବେଳାଭୂମି ରେ ବାଲୁକା କଳାରେ ବୀରତା ଦିବସ


ବରଗଡ଼--- ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଡିସେମ୍ବର ୩୧ ବୀରତା ଦିବସ ଉପଲକ୍ଷେ ପୁରୀ ସମୁଦ୍ର ବେଳାଭୂମି ଠାରେ ବାଲୁକା ରେ ବିପ୍ଳବୀ ସ୍ଵାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂ ଙ୍କ ମୁର୍ତ୍ତି ତିଆରି କରି ମନେ ପକାଇଛନ୍ତି ବାଲୁକାଶିଳ୍ପୀ କାର୍ତିକ ନାୟକ। ପୁରୀ ସମୁଦ୍ର ବେଳାଭୂମି ଜନଗହଳି ରେ ଏହି ବାଲୁକା କଳା ଦେଖି ଅନେକ ଲୋକମାନେ ନିଜ ନିଜ ଫୋନରେ ଫଟୋ ଉଠାଇଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧/୨୦୨୩-- ୧୦,୪୦ Sakhigopal News,1/1/2023

ads

Blog Archive

Popular Posts