ads

Breaking News

ବାଙ୍କୀ ବ୍ଲକର ବିଜେଡ଼ିର ବହୁତ କର୍ମୀ ବିଜେପି ରେ ମିଶିଲେ


କଟକ--- କଟକ ଜିଲ୍ଲା ବାଙ୍କୀ ବ୍ଲକର ଆନନ୍ଦପୁର, ନୂଆ ପାଟଣାଓ ବିଷ୍ଣୁପୁର ର ବହୁତ ବିଜେଡ଼ିର କର୍ମୀ ବୁଲୁ ବାବୁ ଙ୍କ ନେତୃତ୍ୱ ରେ ବିଜେପି ରେ ମିଶିଲେ । ଯୁବ ବିଜେଡି ସଭାପତି ଓସ୍ତିଆ ଗ୍ରାମ ପଞ୍ଚାୟତର ବିରଞ୍ଚି ପ୍ରଧାନ ଓ ଆନନ୍ଦପୁର ପୂର୍ବତ୍ତନ ସମବାୟ ସଭାପତି ଅଜୁ ବେଉରା ଶତାଧିକ କର୍ମୀ ଙ୍କୁ ନେଇ ବିଜେପି ରେ ମିଶିଥିଲେ । ସେହିପରି ବିଷ୍ଣୁପୁର ଗ୍ରାମ୍ୟ କମିଟି ସଭାପତି ଓ ପୂର୍ବତ୍ତନ ଆଠଗଡ କେନ୍ଦ୍ର ସମବାୟ ବ୍ୟାଙ୍କ CEO ତ୍ରିଲୋଚନ ମହାପାତ୍ର ଙ୍କ ନେତୃତ୍ୱ ରେ ତୁଷାର ଚକ୍ରବର୍ତ୍ତୀ ଙ୍କ ଉପସ୍ଥିତି ରେ ଶତାଧିକ କର୍ମୀ ଆନନ୍ଦପୁର ସରକାରୀ ସ୍କୁଲ ପରିସରରେ ବୈଠକ କରି ବିଜେପି ରେ ଯୋଗ ଦେଇଥିଲେ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୬/୧୨/୨୦୨୨----୧,୪୫ Sakhigopal News,26/12/2022

ads

Blog Archive

Popular Posts