ads

Breaking News

ରେମଣ୍ଡା ଡିଗ୍ରୀ ମହାବିଦ୍ୟାଳୟର ଆନ୍ତ ଶ୍ରେଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ




 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା  ଡିଗ୍ରୀ ମହାବିଦ୍ୟାଳୟ ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୂଷ୍ଠିତ ହୋଇଯାଇଛି। ଉକ୍ତ ମ୍ୟାଚକୁ ଅଧ୍ୟାପକ ଶ୍ରୀ ବଲରାମ ସାହୁ ଉଦଘାଟନ କରିଥିଲେ ।ଏଥିରେ ଫାଇନାଲ୍ ମ୍ୟାଚ୍ ଯୁକ୍ତ ତିନି ର ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷ କଳା ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍ ରେ ଦ୍ଵିତୀୟ ବର୍ଷ କଳା ଦୁଇ ଗୋଲ୍ ରେ ବିଜୟୀ ହୋଇ ଥିଲେ। ମ୍ୟାଚ୍ କୁ ଖେଳ ଶିକ୍ଷକ ଅର୍ଜୁନ ପ୍ରଧାନ, ଅଧ୍ୟାପକ ଅଶ୍ବିନୀ କୁମାର ମାଝୀ, ଲାଇବ୍ରେରୀଏନ୍ ଅଚ୍ୟୁତାନନ୍ଦ ମେହେର୍, କିରାଣୀ ପ୍ରିୟବ୍ରତ ଶତପଥୀ, ରାଜେନ୍ଦ୍ର ପଟେଲ୍, ମନୋଜ କୁମାର ରଣା, ବିଶ୍ୱଜିତ୍ କର ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୧୨/୨୦୨୨----୮,୧୫ Sakhigopal News,17/12/2022

ads

Blog Archive

Popular Posts