ads

Breaking News

ମନ୍ଦିର ଠାରୁ ପଲ୍ଲୀଶ୍ରୀ ମେଳା ପଡ଼ିଆ ସଫେଇ



 
ସାକ୍ଷୀଗୋପାଳ---- ପବିତ୍ର ମହାକାର୍ତ୍ତିକ ମାସ ଅଁଳାନବମୀ ସାକ୍ଷୀଗୋପାଳ ବେଶ ଜଣାଶୁଣା। ସାକ୍ଷୀଗୋପାଳ ମନ୍ଦିର ରେ ମା ରାଧାରାଣୀ ଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିର ଚତୁଃପାର୍ଶ୍ଵ ରେ ଅସ୍ଥାୟୀ ଦୋକାନ ବଜାର ଖୋଲିଥିଲା। ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ ସହିତ ପାଣି ବୋତଲ ଓ ପଲ୍ଳିଶୀ ମେଳା ପଡ଼ିଆରେ କୁକୁଡ଼ା ଅଳିଆଗଦା ହୋଇଥିଲା। ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପକ୍ଷରୁ ଏହି ଅଳିଆ ଉଠାଇବା ର ସୁବନ୍ଦୋବସ୍ତ କରାଯାଇଥିଲା। ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ତତ୍ବାବଧାନରେ ହିସାବ ନିରୀକ୍ଷକ ଜଗତ ଜ୍ୟୋତି ସାହୁ ଓ ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତି ରେ ସଫେଇ କରାଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧୧/୨୦୨୨---୬,୫୫ Sakhigopal News,3/11/2022

ads

Blog Archive

Popular Posts