ads

Breaking News

ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ


 ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ନୂତନ ବର୍ଷ ଅବସରରେ ନୂତନ ସମ୍ପକକୁ ମଜବୁତ କରିବା ପାଇଁ ବଉଳ ବୃକ୍ଷ ରୋପଣ ଭଲି କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ଓଅତିରିକ୍ତ ତହସିଲଦାର ମୌସୁମି ମିଶ୍ର ଯୋଗ ଦେଇଥିଲେ । ଆଇନଜୀବୀ ସଂଘ ପକ୍ଷରୁ ଦୁଇ ଅଧିକାରୀଙ୍କୁ ଫୁଲତୋଡା ଦେଇ ସଂଘର ସମ୍ପାଦକ ଓ ସଭ୍ୟମାନେ ସମ୍ବଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ସୁଶାନ୍ତ କୁମାର ରଥ, ଅମ୍ବିକା ଶଙ୍କର ମହାପାତ୍ର, ଅଶ୍ୱିନକୁମାର ହୋତା, ରବିନ୍ଦ୍ର କୁମାର ଦାସ, ଅମୂଲ୍ୟ ଦାସ, ଚିନ୍ମୟ ନାୟକ, ବିଧୁରୁଷାଂ ମହାନ୍ତି, ସନ୍ତୋଷ ବେହେରା, ଉପେନ୍ଦ୍ର ବିଶ୍‌ବାଳ, ପ୍ରଶାନ୍ତ ମହାପାତ୍ର, ପ୍ରଭାକର ମିଶ୍ର, ଅଜିତ ଚୌଧୁରୀ ମୋହନ ସାହୁ, ଭାସ୍କର ନାୟକ, ଶ୍ରୀକାନ୍ତ ଦାସ, ଭଗବାନ ରଥ, ନିଳକଣ୍ଠ ବାରିକ ଓ ରବିନ୍ଦ୍ର କୁମାର ମୁଦୁଲି  ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୧---୮,୦୫

ads

Blog Archive

Popular Posts