ads

Breaking News

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ


 ଡେଲାଙ୍ଗ----- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ ପତକା ଉତ୍ତୋଳନ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ, ଶିକ୍ଷକ ମିଟୁ କିଶୋର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ ଶିକ୍ଷକ ପର୍ଶୁରାମ ସାହୁ ବିରଞ୍ଚି ନାରାୟଣ ବରାଳ ସୁଧିର କୁମାର ଜେନା ପୁରୁଷୋତ୍ତମ ନାୟକ, ଅଙ୍ଗନବାଡ଼ି ଓ୍ଵାର୍କର ରୋଜାଲିନା ପ୍ରଧାନ,ସହାୟିକା ଚାରୁଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୬/୧/୨୦୨୧----୫,୪୦

ads

Blog Archive

Popular Posts