ads

Breaking News

ଶାମ୍ବଦଶମୀରେ ରୋଗରୁ ମୁକ୍ତି ପାଇଁ ବୃକ୍ଷ ପୂଜନ


 ସାକ୍ଷୀଗୋପାଳ---------- ଆଜି ହେଉଛି ଶାମ୍ବଦଶମୀ ବା ଧର୍ମ ଦେବତା ସୂର୍ଯ୍ୟପୂଜା ପୁର ପଲ୍ଲୀରେ ପାଳିତ ହୋଇଯାଇଛି । ପରିବାରର ସଦସ୍ୟ ମାନଙ୍କୁ ରୋଗରୁ ମୁକ୍ତି କରିବା ପାଇଁ ସୂର୍ଯ୍ୟ ଦେବତାଙ୍କୁ ପୂଜା ପାଳନ କରାଯାଇଥାଏ । ଏହି ଅବସରରେ ଆରମ ପୁରାଣ ଶାସ୍ତ୍ର ଅନୁସାରେ ବିଭିନ୍ନ ରୋଗରୁ ମୁକ୍ତି କରିବା ପାଇଁ  ବୃକ୍ଷ ପୂଜା କରାଯାଇଥାଏ । ଯେଉଁପରି ନିମ୍ବ , ବେଲ , ଜାମୁ ଆଦି ଗଛର ପତ୍ର, ଫୁଲ, ମଞ୍ଜି ସବୁ ରୋଗ ପ୍ରତିଶୋଧକ କାମରେ ଆସିଥାଏ । ସେହିପ୍ରଥା ଅନୁସାରେ ଚନ୍ଦନପୁର ଗ୍ରାମର ଜଳକବର ଗ୍ରାମର ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଅଧ୍ୟାପିକା ଡଃ ଶାନ୍ତିଲତା ଅଧିକାରୀଙ୍କ ନେତ୍ୱତ୍‌ୃରେ ଗ୍ରାମର କିଛି ମହିଳା ମାନେ ସୂର୍ଯ୍ୟ ଦେବତାର ପ୍ରତୀକ ତଥା ବୃକ୍ଷ ଦେବତାଙ୍କୁ ଆଜିର ପ୍ରବିତ୍ର ଦିନରେ ପୂଜା ପାଠ କରିବା ସହ ବିଭିନ୍ନ ପିଠାପଣା ଭୋଗ କରିଥିଲେ । ଡଃ ଅଧିକାରୀଙ୍କ ମତ ଅନୁସାରେ ଆମେ ଯେପରି ସୂର୍ଯ୍ୟ ଙ୍କ ଠାରୁ ଖରା ଗ୍ରହଣ କରୁଛେ ସେହିପରି ଗଛରୁ ପବନ, ସହିତ ଶୁଦ୍ଧ ଅମ୍ଳଜାନ ଗ୍ରହଣ କରୁଛେ ନଚେତ ଆମ ପାଇଁ ବଞ୍ଚିବା ବହୁ କଷ୍ଟକର ହୋଇ ପଡିଥାନ୍ତା ବୋଲି ସେ କହନ୍ତି । ।

 ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି , ୨୩/୧/୨୦୨୧ ---୯,୩୭

ads

Blog Archive

Popular Posts