ads

Breaking News

ଘରେ ପଶି ମହିଳାଙ୍କୁ ମାରଣାତ୍ମକ ଆକ୍ରମଣ ଘଟଣାରେ ଜଣେ ଗରିଫ

 ଡେଲାଙ୍ଗ------ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ୩୦ ତାରିଖରେ ଜମିବାଡି ଓ ପୂର୍ବ ଶ୍ରତୁତାକୁ ନେଇ ପଡିଶା ଘରର ପରିବାର ସଦସ୍ୟ  ମାନେ ବିଭିନ୍ନ ମାରଣାସ୍ତ୍ରରେ ସଜିତ ହୋଇ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଡେଲାଙ୍ଗ ପୋଲିସ ୨୧୭/୨୦ରେ ଏକ କେସରୁଜ କରି ହରିରାଜପୁର ଗ୍ରାମର ରବିନ୍ଦ୍ର ପାତ୍ର (୬୪)ଙ୍କୁ ପୋଲିସ ଗିରଫ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ଏହା ସହିତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ବହୁ ଶିଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୩/୧୨/୨୦୨୦---୭,୪୦

ads

Blog Archive

Popular Posts