ads

Breaking News

ପୁରାତନ ଛାତ୍ର ମାନଙ୍କର ବନ୍ଧୁ ମିଳନ


  ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଚକ୍ରଧରପୁର ହାଇସ୍କୁଲର ୧୯୯୬ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ ସ୍ଥାନୀୟ ସଙ୍କଟ ତାରିଣୀଙ୍କ  ପୀଠରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଆଇନ ଅନୁଯାୟୀ ଏହି ବନ୍ଧୁ ମଳିନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ପିଲା ମାନଙ୍କ ମଧ୍ୟରେ ଖେଳ, ପାଠ ପଡା, କିପରି ଭାବରେ ଉନ୍ନତି କରିବେ ଏ ସମ୍ପର୍କରେ ଆଲେଚନା କରାଯାଇଥିଲା । ପ୍ରକାପ କୁମାର ରଥ, ହରିହର ଲେଙ୍କା, ପୂଣ୍ୟାଶ୍ଳୋକ ସ୍ୱାଇଁ, ପ୍ରଶାନ୍ତ କୁମାର ମିଶ୍ର, ବାଙ୍କ ବିହାରୀ ବେହେରା, ଦେବାଶିଷ ମହାପାତ୍ର, ରାଜ କିଶୋର ମୁଦୁଲି, ପରମାନନ୍ଦ ବେହେରା, ସଂଗ୍ରାମ କେଶରୀ ଦାସ, ସୁକାନ୍ତ କୁମାର ଲେଙ୍କା, ରଶ୍ମିତା ପୁଷ୍ଟି, ପୁଷ୍ପାଞ୍ଜଳି ଦାଶ, ସଂଯୁକ୍ତା ପାତ୍ର, ସୌଦାମିନୀ ରଥ, ଲକ୍ଷ୍ମୀପିୟା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରତାପ କୁମାର ରଥ ଧନ୍ୟବାଦ ଦେଇଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୦---୯,୫୦

ads

Blog Archive

Popular Posts