ads

Breaking News

ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ମାତୃ, ଶିଶୁ ମାନଙ୍କ ସ୍ୱାସ୍ଥ୍ୟର୍ କଲ୍ଯାଣ ପାଇଁ ପାଲା ମଧ୍ୟରେ ସଚେତନତା



ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟ ରେ ଭେଡେନ ଓ ରୁଷୁଡା ଗ୍ରାମ ଠାରେ ପାଲା ମାଧ୍ୟମରେ ମାତୃ, ଶିଶୁ ଓ ପରିବାର କଲ୍ଯାଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ର ର ଡକ୍ଟର ସୁଶାନ୍ତ କୁମାର କର ଓ ସ୍ୱାସ୍ଥ୍ୟ ସେବା କେନ୍ଦ୍ର କର୍ମଚାରୀ ମାନେ ଯୋଗଦେଇଥିଲେ। ଆଗାମୀ ଦିନରେ ଆହୁରି ପାଲା ମାଧ୍ୟମରେ ସ୍ୱାସ୍ଥ୍ୟ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ ଗ୍ରାମରେ ପାଲା ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍୨୫/୧୨/୨୦୨୦----୯,୨୦

ads

Blog Archive

Popular Posts