ads

Breaking News

ପାଲା ମାଧ୍ୟମରେ କରୋନା ସଚେତନତା


 ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକର ବାମଦେଇପୁର ଠାକୁରମା ପାଟଣା  ଓ ଦଳିତ ବସ୍ତିରେ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ ପରିଷଦର  ସଦସ୍ୟ ରମେଶ ଚନ୍ଦ୍ର ପଲେଇ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ପ୍ରଧାନ, ଦୂରନ୍ଦର ପ୍ରଧାନ, ତ୍ରିନାଥ ବେହେରା ଘରୁ ବହାରିଲେ ମୁହଁରେ ମାସ୍କ ଲଗାନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୂ, ଜ୍ୱର, ଥଣ୍ଡା, କାସ, ଛିଙ୍କ ହେଲେ ସଙ୍ଗେ ସଙ୍ଗେ ଆଶା ଦିଦି ବା ଅଙ୍ଗନବାଡି କର୍ମୀଙ୍କୁ ଜଣାଇବା ପାଇଁ ପାଲା ମା୍ମମରେ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts