ads

Breaking News

ଫ୍ୟାନ ହୁକରେ ରଶି ଲଗାଇ ଆତ୍ମହତ୍ୟା କଲା ନାବାଳିକା



ଜଗତସିଂହପୁର-ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗଡ଼ ଗ୍ରାମରେ।ସୂଚନା ମୁତାବକ ଗଡ଼ ଗ୍ରାମରେ ଭଡାରେ ରହିଆସୁଥିବା ସଞ୍ଜୟ ପରିଡାଙ୍କ ବଡ଼ ଝିଅ ଗାୟତ୍ରୀ ପରିଡା (୧୩)ଆଜି ମଧ୍ୟାହ୍ନ ସମୟରେ ପାରିବାରିକ ଅଶାନ୍ତି କାରଣରୁ  ଫ୍ୟାନରେ ଗାମୁଛା ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ପରିବାର ପକ୍ଷରୁ ଗାୟତ୍ରୀଙ୍କୁ କୁଜଙ୍ଗ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ତେବେ ଆତ୍ମହତ୍ୟାର ସଠିକ କାରଣ ଜଣା ପଡିନଥିବା ବେଳେ ପାରାଦ୍ୱୀପ ଲକ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ସଞ୍ଜୟ ପରିଡାଙ୍କର ଦୁଇ ଝିଅ ହୋଇଥିବା ବେଳେ ମୃତ୍ୟୁ ଗାୟତ୍ରୀ ତାଙ୍କର ବଡ଼ ଝିଅ ବୋଲି ଜଣାପଡିଛି।ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର 

ads

Blog Archive

Popular Posts