ads

Breaking News

ଭେଡେନରେ ନଳକୂଅ ଜଳର ଗୁଣବତ୍ତା ପରୀକ୍ଷା ପାଇଁ ତାଲିମ ଶିବିର


ଭେଡେନ ବ୍ଲକରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ପରିସର ସଭାଗୃହ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଥିବା ନଳକୂଅ ଜଳର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଭେଡେନ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶୁକବି ମୁରଲୀଧର ନାୟକ ଉଦଘାଟନ କରିବା ସହ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଆର ଡବ୍ଲୁ ଏସ୍ ଏସ୍ ଦେଇ ଅମିତା ସ୍ୱାଇଁ ଶିବିରକୁ ପରିଚାଳନା କରିବା ସହ ନଳକୂଅ ର ଜଳ କିପରି ଗୁଣବତ୍ତା ପରୀକ୍ଷା କରିହେବ ବିସ୍ତୃତ ଭାବେ ବର୍ଣ୍ଣନା କରି ପରୀକ୍ଷା କରି ଦେଖାଇଥିଲେ।ଏଥିରେ ଭେଡେନ ବ୍ଲକର ସମସ୍ତ ଏସ୍.ଇ.ଏମ୍ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟ/ସଦସ୍ୟା ମାନେ ଯୋଗ ଦେଇଥିଲେ।ନଳକୂଅ ଜଳ ଦୂଷିତ ହୋଇଥିଲେ ନିରାକରଣ କରିବାକୁ ପରାମର୍ଶ ଦେଇଥିଲେ।
ଭେଡେନ ବ୍ଲକରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

ads

Blog Archive

Popular Posts