ads

Breaking News

ପତିଗୁଡା ଗ୍ରାମପାୟତରେ ରକ୍ତଦାନ ଶିବିର

 

ଧରାକୋଟ-- ସାନଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମପଞ୍ଚାୟତ ଠାରେ ଜୟ ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଓ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀଯୋଗେନ୍ଦ୍ର ସ୍ୱାଇଁ ଯୋଗଦେଇ ରକ୍ତଦାନ ମହତଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଛାତ୍ର ବିଜେଡି ସଭାପତି ଶ୍ରୀ କାଳୁ ଚରଣ ନାୟକ ,ଶ୍ରୀମତୀ ମମତା ନାୟକ ,ସମିତି ସଭ୍ୟା ,ଶ୍ରୀମତୀ ସରସ୍ୱତୀ ନାୟକ ,ସରପଞ୍ଚ ପଟିଗୁଡା,ଶ୍ରୀ ସିମାଞ୍ଚଳ ଗୌଡ, ସରପଞ୍ଚ ପ୍ରତିନିଧି, ମନୋଜ ଗୌଡ ସମେତ ସାନଖେମୁଣ୍ଡି ବ୍ଳକର ଆଗଧାଡ଼ିର ନେତୃବୃନ୍ଦ ଉପସ୍ଥିତ ଥିଲେ ।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ

ads

Blog Archive

Popular Posts