ads

Breaking News

ଲାୟନ୍ସ କ୍ଳବ ଭେଡେନ ଭାରତୀ ପକ୍ଷରୁ ସାନିଟାଇଜର ମେସିନ ପ୍ରଦାନ.

.

. ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଲାୟନ୍ସ କ୍ଳବ ଭେଡେନ ଭାରତୀ ପକ୍ଷରୁ ହ୍ୟାଣ୍ଡ ସାନାଟାଇଜର ମେସିନ ଭେଡେନ ବ୍ଲକ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି।ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଡୋଲାମଣି କ୍ଷେତି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ଭେଡେନ ଗୋଷ୍ଠି ଉନ୍ନୟନ ଅଧିକାରୀ ମୁରଲୀଧର ନାଏକ ଓ ବ୍ଲକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଲାୟନ୍ସ କ୍ଳବ ସଭାପତି ଲଳିତ ମେହେର,ସମ୍ପାଦକ ଆନନ୍ଦ ବେହେରା,ସମାଜ ସେବୀ ମୋହନ ଦୋରା,ଭୀମ ଦୁବ ସାର, ଆଇନ ପରାମର୍ଶ ଦାତା ରକ୍ଷାକାରୀ ଠେଲା ପ୍ରମୁଖଙ୍କ ସହ କ୍ଳବ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।କରୋନା ସମୟରେ ଜନ ସାଧାରଣ ପାଇଁ ଲାୟନ୍ସ କ୍ଳବର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ବରଗଡ଼ରୁ ସାକ୍ଷୀଗୋପାଳ ନିଉଜ୍ ନବୀନ ଦାଶଙ୍କ ରିପୋର୍ଟ....

ads

Blog Archive

Popular Posts