ads

Breaking News

ଓଡିଶୀ ନୃତ୍ୟ ଗୁରୁ ବେକରେ ଓଡ଼ଣି ଦେଇ ଝୁଲିପଡିଲେ


ଜଟଣୀ --ସନ୍ତା ରାଓ,ବୟସ ୪୩ । ନିଜ ଘର ଗୋପବନ୍ଧୁ ନଗର , ଓଡିଶୀ ନୃତ୍ୟ ଗୁରୁ ଭାବେ ବେଶ ପରିଚିତ। ମଧୁସୂଦନ ନଗର ୭ନମ୍ବର ୱାର୍ଡ ରେ ଥିବା ନୃତ୍ୟ ପ୍ରଭା ଡ୍ୟାନ୍ସ ଏକାଡେମୀରେ ବେକରେ ଓଡ଼ଣି ଲଗାଇ ଆତ୍ମ ହତ୍ୟା କରିଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ତରରେ ଜଟଣୀ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତକଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ତଦନ୍ତ କରୁଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୮/୨୦୨୪----୭,୨୫ Sakhigopal News,15/8/2024

ads

Blog Archive

Popular Posts