ads

Breaking News

ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକର ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ର ପ୍ରଧାନ ଶିକ୍ଷକ ଉତ୍ତମରାଜ ପୁରୋହିତଙ୍କ ସଭାପତିତ୍ୱରେ ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି। ମେଜର ଧ୍ୟାନଚାନ୍ଦଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧ୍ୟାନଚାନ୍ଦ ଙ୍କ ଉପରେ ବକ୍ତୃତା ଅନୁଷ୍ଠିତ ହୋଇଥିଲା Iବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସଚିନ୍ଦ୍ର କୁମାର କର୍ଣ୍ଣ ଧ୍ୟାନଚାନ୍ଦଙ୍କ ଉପରେ ରୋଚକ ତଥ୍ୟ ପ୍ରଦାନ ସଙ୍ଗେ ସଙ୍ଗେ ଖେଳର ମହତ୍ୱ ବୁଝାଇଥିଲେ I ବର୍ତ୍ତମାନ ର କ୍ରୀଡା ଓ ସରକାର ବିଷୟରେ ଆଲୋକପାତ କରିଥିଲେ I ଡୋଳାମଣି କୁଦେଇ ସହଯୋଗ କରିଥିଲେ I ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୮/୨୦୨୪----୯,୪୫ Sakhigopal News,30/8/2024

ads

Blog Archive

Popular Posts