ads

Breaking News

ଉତ୍ତମ ପରିବେଶ ପାଇଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଆହ୍ବାନ ଦେଲେ ହୃଷୀକେଶ ପାଢୀ


  ଡେଲାଙ୍ଗ: ପରିବେଶ ର ସନ୍ତୁଳନ ରକ୍ଷା ତଥା ଉତ୍ତମ ପରିବେଶ ପାଇଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଅପରିହାର୍ଯ୍ଯ ବୋଲି  ସେପ୍ଟେମ୍ବର ୪ ତାରିଖ ଜାତୀୟ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସବୁଜ ଡେଲାଙ୍ଗ ର ଆବାହକ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢୀ ମତ ପ୍ରକାଶ କରିଛନ୍ତି । ଜଙ୍ଗଲ ଧ୍ବଂସ  ହେବାରୁ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ନଷ୍ଟ ହେଉଛି ।ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି, ଚଳପ୍ରଚଳ ଅସହଜ ହେଉଛି ।ଫଳରେ ସେମାନେ ଖାଦ୍ୟ ଅନ୍ବେଷଣ ରେ ଜନବସତି ମୁହାଁ ହେଉଛନ୍ତି ।ପରିବେଶ ଅସନ୍ତୁଳିତ ହେଉଛି ।ପୂର୍ବାପେକ୍ଷା ବନ୍ୟପ୍ରାଣୀଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି ଏହି ଜଙ୍ଗଲ କ୍ଷୟ କାରଣରୁ ।ଏବେ ବି ସମୟ ଅଛି, ଆସନ୍ତୁ ପୁରାତନ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରି ବନ୍ୟପ୍ରାଣୀ ମାନଙ୍କ ବଂଶ ବୃଦ୍ଧି ରେ ସହାୟକ ହୋଇ ପରିବେଶ ସୁରକ୍ଷାରେ ବ୍ରତୀ ହୋଇପାରିବା । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୯/୨୦୨୩----୮,୫୦ Sakhigopal News,6/9/2023

ads

Blog Archive

Popular Posts