ads

Breaking News

୨ଟି ଚୋରା ବାଲି ବୋଝେଇ ହାଇୱା ଜବତ୍




ଓଡଗାଁ:- ଓଡ଼ଗାଁ ତହସିଲ ଅନ୍ତର୍ଗତ କଦଳୀବନ୍ଧ ପେଟ୍ରୋଲ ପମ୍ପ ନିକଟରୁ ୨ଗୋଟି ବେଆଇନ ବାଲି ବୋଝେଇ ହାଇୱା ଜବତ୍ କରିଛନ୍ତି ଓଡ଼ଗାଁ ତହସିଲଦାର। ଖବର ଅନୁସାରେ ତହସିଲଦାର ଅନୀଲ୍ କୁମାର ଆଚାର୍ଯ୍ୟ ଓ ରାଜସ୍ୱ ନିରିକ୍ଷକ ଉଭୟ ମିଳିତ ଚଢଉ କରି ଉକ୍ତ ୨ଟି ବେଆଇନ ବାଲି ବୋଝେଇ ହାଇୱା ଜବତ୍ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଡି ମାଲିକ କିଏ ଜଣାନପଡିବା ବେଳେ ଏପର୍ଯ୍ଯନ୍ତ କୌଣସି ଜରିମନା ହୋଇନଥିବା ଜଣାଯାଇଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୬/୯/୨୦୨୩---୮,୫୫ Sakhigopal News,6/9/2023

ads

Blog Archive