ads

Breaking News

ଲୁଲୁ ମହାପାତ୍ରଙ୍କ ଜୟନ୍ତୀରେ ହେବ ମେଗା ରକ୍ତଦାନ ଶିବିର


  ପୁରୀ-----ଛାତ୍ର ଯୁବ ସମାଜର ଅନନ୍ୟ ପ୍ରେରଣା ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ଙ୍କ ୫୭ ତମ ଜନ୍ମ ଜୟନ୍ତୀ ଆସନ୍ତା  ୧୪ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ସ୍ଥାନୀୟ insititute ଅଫ ଇଞ୍ଜିନିୟର୍ସ ରେ ଏକ ରାଜ୍ୟ ସ୍ତରୀୟ ମେଗା ରକ୍ତ ଦାନ ଶିବିର ଆୟୋଜିତ ହେବ । ଏହି ଶିବିରରେ ପତ୍ୟେକ ଜିଲାରୁ ପ୍ରାୟ 1000ରୁ ଅଧିକ ସହଯୋଗୀ ଅଂଶଗ୍ରହଣ କରିବାର ଆଶା କରାଯାଉଛି। ଏହା ସହିତ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମିଳନୀରେ ସମାଜସେବି ଅମୀୟକାନ୍ତ ଦାସ ସୂଚନା ଦେଇଛନ୍ତି। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୦/୨/୨୦୨୧------୫,୧୦

ads

Blog Archive