ads

Breaking News

ରାୟଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କର ବକୁଳବନରେ ବନ୍ଧୁ ମିଳନ


 ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକର  ରାୟଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ୧୯୯୩ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସତ୍ୟବାଦୀ  ବକୁଳବନ ପରିସରରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସେ ଦିନର ଅଭୁଲାସୃତୁତିକୁ ମନେ ପକାଇ  ନିଜ ନିଜ ମ୍ମରେ ଭାବ ଆଦାନ ପ୍ରଦାନ କରିଥିଲେ । ବିଶେଷ କରି ସେ ଦିନର ଶିକ୍ଷା ଓ ଆଜିର ଶିକ୍ଷା ସମ୍ପର୍କରେ ଆଲେଚନା କରାଯାଇଥିଲା । ମାନଓ ରଞ୍ଜନ ସ୍ୱାଇଁଙ୍କ ଅ୍ମକ୍ଷତାରେ  ନାରାୟଣ ସାହୁ, ଆଶିଷ ରାୟ, ବସନ୍ତ ପାତ୍ର, ସନ୍ତୋଷ ସ୍ୱାଇଁ, ସୁବାଷ ମହାପାତ୍ର, ବସନ୍ତ ମହାପାତ୍ର, ରଶ୍ମିମାଳା ମହାପାତ୍ର, କ୍ଷିରାଧି ତନୟା ଦାଶ, ସୋପ୍ନା ସାଗରିକା ଦାଶ, ସୁଲେଚନା ସାହୁ, ମମତା ମୁଦୁଲି, ରୀନା ମୁଦୁଲି, ଲକ୍ଷ୍ମୀଧର ବେହେରା, ସୁଭାଂଶୁ ଭୂଷଣ ଚାନ୍ଦ ଓ ଲକ୍ଷ୍ମୀଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୧----୭,୦୦

ads

Blog Archive

Popular Posts