ads

Breaking News

ବିକ୍ରମଙ୍କୁ ହୁଈଳଚେୟାର ପ୍ରଦାନ କରି ଦୁଃଖ ଲାଘବ କଲେ ବ୍ଲକ ପ୍ରଶାସନ


ବରଗଡ଼ ଜିଲ୍ଲା ଭେଡେନବ୍ଲକ ରେଶମ ପଞ୍ଚାୟତର ବିକ୍ରମ ହରିପାଳ(୩୫) ପି.ବିଜୟ ହରିପାଳ ଙ୍କୁ ଆଜି ବ୍ଲକ ପ୍ରଶାସନ ଦ୍ୱାରା ହୁଈଳଚେୟାର ପ୍ରଦାନ କରାଯାଇଛି। ଅସହାୟ ବିକ୍ରମ ଯିବା ଆସିବା ଅନେକ ଅସୁବିଧା ହେଉଥିଲା।ଏନେଇ ବ୍ଲକ ପ୍ରଶାସନ ଖବର ପାଇ ଭେଡେନ ବିଡିଓ ମୁରଲୀଧର ନାଏକ,ସରପଞ୍ଚ ସଂଖ୍ୟାକାରୀ ଖମାରୀ,ସମିତି ସଭ୍ୟ ନରେନ୍ଦ୍ର ଭୋଇ,ବି ଏସ୍ ଏସ୍ ଓ ଚିନ୍ତାମଣି ମେହେର ପ୍ରମୁଖ ବିକ୍ରମ ଘରକୁ ଯାଇ ହୁଈଳଚେୟାର ପ୍ରଦାନ କରିଛନ୍ତି।ବିକ୍ରମ ଓ ତାଙ୍କର ବାପା ବ୍ଲକ ପ୍ରଶାସନ,ସରପଞ୍ଚ,ସମିତି ସଭ୍ୟ ହୁଈଳଚେୟାର ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍......

ads

Blog Archive