ads

Breaking News

କରୋନା ପୋଲିସ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା




ଜଟଣୀ - ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗ ବହୁ ପୋଲିସ ଅଧିକାରୀ କରୋନା ରେ ସଂକ୍ରମିତ ହୋଇଥିଲେ। ଜିଲ୍ଲାର ଏସପିଙ୍କ  ସମେତ ୪୯ ଜଣ କରୋନା ଯୁଦ୍ଧ ରେ ବିଜୟୀ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ସେହି ଯୋଦ୍ଧା ମାନଙ୍କୁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଜିଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜୟ ପ୍ରତାପ ସ୍ୱାଇଁ ଉପଢ଼ୌକନ, ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାଦ୍ୱାରା ସମସ୍ତ ଯୋଦ୍ଧା ଉସ୍ଥାହିତ ହୋଇ ପ୍ଲାଜ୍ମା ଦାନ କରି କରୋନା ରୋଗୀଙ୍କ ଚିକିତ୍ସା ରେ ସହାୟକ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଥିଲେ।
ଜଟଣୀରୁ -ରଙ୍ଗନାଥ ବେହେରା l

ads

Blog Archive

Popular Posts