ads

Breaking News

କରୋନା ଯୋଦ୍ଧା ପଜେଟିଭ ଚିହ୍ନଟ ; ବ୍ଲକ ଜେଇକୁ ଡେଲାଙ୍ଗ ମନା


 ଡେଲାଙ୍ଗ ----  ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ  ତଥା କରୋନା ଯୋଦ୍ଧା ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାମାରୀ କରୋନା ସମୟରେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବାରୁ କରୋନା ଯୋଦ୍ଧା ଭାବେ ବେଶ ପରିଚିତ ଥିଲେ ।   ଚିହ୍ନଟପରେ ତାଙ୍କୁ  ହୋମ କ୍ୱାରାଣ୍ଟାଇନିରେ ରହିବା ପାଇଁ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯାଇଛିା ସେହିପରୀ ଡେଲାଙ୍ଗ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସ୍ୱାମୀ କରୋନା ପଜେଟିଭ ଚିହ୍ନଟ ହେବା ପରେ କନିଷ୍ଠ ଯନ୍ତ୍ରୀଙ୍କୁ ଡେଲାଙ୍ଗ ବ୍ଳକ ଆସିବା ମନା କରାଯିବା ସହିତ କିଛି ଦିନ ପାଇଁ ହୋମ କରେଣ୍ଟାଇନରେ ରହିବା ପାଇଁ  ତାଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts