ads

Breaking News

ଜନ୍ମ ଦିନରେ ବୃକ୍ଷ ରୋପଣ ବୃଦ୍ଧାଶ୍ରମରେ ଖାଦ୍ୟ ପ୍ରେୟର ବ୍ୟବସ୍ଥା

 ପୁରୀ -----ମାରୁତି ସେନାର ପୁରୀ ଶଖାର ସମ୍ପାଦକ ଚନ୍ଦନ ସାହୁଙ୍କ ଜନ୍ମ ଦିନରେ ସେ ଘରେ ବା ସାଙ୍ଗ ସାଥୀଙ୍କ ସହ କେକ ନ କାଟି ମାରୁତି ସେନାର ସଦସ୍ୟ ମାନଙ୍କୁ ସହିତ ବୃକ୍ଷ ରୋପଣ କରିବା ସହ ପୁରୀ ମକୁବନ ସ୍ଥିତ ଅସ୍ତରାଗ ବୃଦ୍ଧାଶ୍ରମରେ ଥିବା ସମସ୍ତ ଅନ୍ତୋବାସୀଙ୍କ ପାଇଁ  ଜଗନ୍ନାଥଙ୍କ ପ୍ରସାଦ ସେବନର ଆୟୋଜନ କରିଥିଲେ । ଯାହାକି ମାରୁତି ସେନାର ଏପରି କାର୍ଯ୍ୟକୁ ବୃଦ୍ଧାଶ୍ରମର ଅନ୍ତୋବସୀ ମାନେ ପ୍ରଶାଂସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଫୁ ଦଳବେହରା, ଚନ୍ଦନ ସାହୁ, ଅନିଲ ସ୍ୱାଇଁ, ବାବୁଲି ପ୍ରଧାନ, ବଳଭଦ୍ର ପ୍ରଧାନ, ସନ୍ତୋଷ ସାହୁ, ଶ୍ରୀକାନ୍ତ ସାହୁ, ରମେଶ ସାସମଲ, ଜୟନ୍ତ ସ୍ୱାଇଁ,  ସନ୍ତୋଷ ପଣ୍ଡା,  ରୀନା ପରିଡା, ରାଜଶ୍ରୀ ଜଗଦେବ, ଝରଣା ପ୍ରଧାନ ମିନା ମହାପାତ୍ର, କୁମୁଦିନୀ ପାଟଶାଣୀ ଓ ଭଅୟ ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

 ପୁରୀରୁ ଜୟନ୍ତ କୁମାର ସେଠୀ 

ads

Blog Archive

Popular Posts