ads

Breaking News

ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଧୋନୀଙ୍କୁ ଶୁଭ ବିଦାୟ ଜଣାଇଛନ୍ତି


ପୁରୀ---- ଏମ ଏସ ଧୋନୀ ଙ୍କ ଅବସର ପରେ ତାଙ୍କର ଶୁଭେଛୁ ମାନେ ତାଙ୍କ ର ଭବିଷ୍ୟତ ଚଲାପଥ ସଫଳ କ୍ରିକେଟ କ୍ୟାରିଅର ପରି  ସଫଳ ହେଉ ସେଥିପାଇଁ ଶୁଭେଚ୍ଛା ପ୍ରଦାନ କରୁଛନ୍ତି। ଏହି କ୍ରମରେ ପୁରୀ ରେ ବାଲୁକାଶିଳ୍ପୀ ମାନସ ସାହୁ ନିଜର ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଧୋନୀ ଙ୍କୁ ଶୁଭ ବିଦାୟ ଜଣାଇ ଛନ୍ତି। ବିଶ୍ୱକପ ବିଜୟ ଠାରୁ ବିଦାୟ ନେବା ଯାଏ ଧୋନୀ ଙ୍କ ପୁରା କ୍ରିକେଟ କ୍ୟାରିଅର କୁ ଏହି ସୁନ୍ଦର ସ୍ୟାଣ୍ଡ ଆଣିମେସନ ମାଧ୍ୟମରେ ମାନସ ସ୍ଥାନ ଦେଇଛନ୍ତି। ଧୋନୀ କ୍ରୀଡା କୌଶଳ ସବୁଦିନ କ୍ରିକେଟ ପ୍ରେମୀ ମନେ ରଖିବେ ବୋଲୀ ତାଙ୍କର ସ୍ୟାଣ୍ଡ ଆନିମେସନ ରେ ସେ ଦର୍ଶାଇଛନ୍ତି। 

ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts