ads

Breaking News

ଓଡ଼ଗାଁ ଅଞ୍ଚଳର ଦୁଇ ସଙ୍ଗରୋଧ ମୁକ୍ତ କରୋନା ପଜିଟିଭ ଚିହ୍ନଟ


ଓଡ଼ଗାଁ/କୁରାଳ - ଓଡ଼ଗାଁ ଅଞ୍ଚଳରେ କରୋନା ଭାଇରସ ତାର କାୟା ମେଲାଇବାରେ ଲାଗିଛି । ଇତି ମଧ୍ୟରେ ଆଜିର ଦୁଇ ପଜିଟିଭକୁ ମିଶାଇ ସଂଖା ୩୪ରେ ପହଞ୍ଚିଛି ।ଚିହ୍ନଟ ଦୁଇ ପଜିଟିଭ ରଂଗଣିପାଟଣା ଗ୍ରାମପଞ୍ଚାୟତ ଗୋଡିପଲ୍ଲୀ ସଙ୍ଗରୋଧ ଗୃହରେ ଥିଲେ ।  ଏବଂ ଦୀର୍ଘ ୫ଦିନ ଧରି ନିଜଘର କୋମଣ୍ଡକୁ ଫେରିଥିଲେ ।କିନ୍ତୁ ନିଜେ ଘରେ ସଙ୍ଗରୋଧରେ ରହିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଗାଁରେ ଯେପରିକି(ସେଲୁନ,ମାର୍କେଟ) ବୁଲିଛନ୍ତି ।ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଅଛି ।ଉଭୟ ଦୁଇ ଜଣ ଆକ୍ରାନ୍ତ ସୁରାଟ ଫେରନ୍ତା ଥିଲେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି ।

ରିପୋର୍ଟ -ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive