ads

Breaking News

ସୁନଖେଳା ମିନିଷ୍ଟାଡିୟମ ପାଇଁ ଅର୍ଥ ମଞ୍ଜୁରୀ


ନୟାଗଡ଼   ----ନୟାଗଡ଼ ଜିଲ୍ଲା ସୁନଖେଳାରେ ଥିବା ମିନି ଷ୍ଟାଡିୟମର ଉନ୍ନତିକରଣ ପାଇଁ ଆଜି ଅର୍ଥ ମଞ୍ଜୁରୀ କରାଯାଇଛି।ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଆଜି ୨୫,୦୦,୦୦୦ ଟଙ୍କା ଅର୍ଥ ମଜୁର କରିବା ସହ ମିନି ଷ୍ଟାଡିୟମର ଆଧୁନିକୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି।ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ପୁରୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ଯୋଗ ଦେଇଥିଲେ।
 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts