ads

Breaking News

ଗଣିଆ ଅଞ୍ଚଳରେ ବର୍ବରତାର ଆଉ ଏକ ନମୁନା



ନୟାଗଡ଼   ---- ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ପଞ୍ଚାୟତର ହଦପଶି ଗାଁର ଦଣ୍ଡଧର ବେହେରାଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା କରାଯାଇଛି ।  ଘଟଣାସ୍ଥଳରୁ ଜଣେ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।ଗଣିଆ ପୋଲିସ ଦୀପକ ଖଣ୍ଡାୟତ ରାୟଙ୍କ ତତ୍ୱବାଧାନରେ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିବାକୁ ଛାନଭିନ ଚଳାଇଛି।ମୃତକଙ୍କ ସମ୍ପର୍କୀୟ ତଥା ଜନସାଧାରଣ ରାସ୍ତାରେ  ଶବ ରଖି ଗଣିଆ ମୁଖ୍ୟରାସ୍ତା ଅବରୋଧ କରିଥିଲେ। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts