ads

Breaking News

ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଦୀପାଲିଙ୍କୁ ବ୍ରୋଞ୍ଜ



ନୟାଗଡ଼----ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ୨୦୦ ମିଟର ଦୌଡ଼ ବିଭାଗରେ ନୟାଗଡ଼ ଝିଅ ଦୀପାଲି ବ୍ରୋଞ୍ଜ ପଦକ ପାଇ ପୁଣିଥରେ ନୟାଗଡ଼ ପାଇଁ ଗର୍ବ ଆଣିଛନ୍ତି।ଏହି ପ୍ରତିଯୋଗିତାରେ ଦୁତି ଚାନ୍ଦଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି।ପୂର୍ବରୁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୧୦୦ମିଟର ଏବଂ ୨୦୦ ମିଟର ଦୌଡ଼ରେ ସମସ୍ତ ରେକର୍ଡ ଭାଙ୍ଗି ନୟାଗଡ଼ ମାଟି ପାଇଁ ଗୋଟିଏ ପରେ ଗୋଟିଏ ସମ୍ମାନ ଆଣୁଛନ୍ତି। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts