ads

Breaking News

୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ସାକ୍ଷୀଗୋପାଳସେସୁ ଜେଇ

ସାକ୍ଷୀଗୋପାଳ––––––ସାକ୍ଷୀଗୋପାଳ ସେସୁ ବିଭାଗର ନଂ୨ର କନିଷ୍ଠ ଯନ୍ତ୍ରୀ ବିଘ୍ନରାଜ ମହାନ୍ତି ଇନ୍ଦିପୁର ଦେବୀ ପ୍ରସାଦ ନାୟକ ଲାଇନିମ୍ୟାନ ହଜାର ଟଙ୍କା ଲାନେବା ସମୟରେ ବିଜିଲାନ୍ସସ ହାତରେ ଧରାପଡିଛନ୍ତି ସୁଚନାଯୋଗ୍ୟ ଯେ ଧାନକେରା ଗ୍ରାମର ସୁରେଶ ଚନ୍ଦ୍ର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବିଦ୍ୟୁତ ସଂଯୋଗ ପାଇଁ  ସମସ୍ତ ଟଙ୍କା ଡିପୋଜିଟ କରାଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ପାଇଁ ଅଧିକ ୫ହଜାର ଟଙ୍କା ଦେବାପାଇଁ କହିଥିଲେ ଶେଷରେ ସୁରେଶ ଭିଜିଲାନ୍ସସଙ୍କ ଦ୍ବାରସ୍ଥ ହେବା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ଛପିକି ରହିଥିବା ଭୁଜିଲାନ୍ସସର କର୍ମଚାରୀ ମାନେ ରଙ୍ଗ ଟଙ୍କା ସହ ଦୁଇଜଣଙ୍କୁ ଗିରଫ କରିଛନ୍ତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

ads

Blog Archive

Popular Posts