ads

Breaking News

ସାଇ ବାବାଙ୍କ ୯୪ତମ ଜନ୍ମ ଜୟନ୍ତୀ ପାଳନ


 N Das
Baragarh 
 ବରଗଡ଼---- ସାଇ ବାବାଙ୍କ ୯୪ତମ ଜନ୍ମ ଜୟନ୍ତୀ ପାଇଁ ୬ଘଣ୍ଟା ଧରି ୯୪ ଭଜନ ଓ ଅର୍ଘ୍ୟ ପୁଷ୍ପ ସମର୍ପଣ ପର୍ବ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ସତ୍ୟ ସାଇ ଭଜନ ମଣ୍ଡଳୀ ପକ୍ଷରୁ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ୯୪ତମ ଜନ୍ମୋତ୍ସଵ ପାଇଁ ୭ଦିନ ପର୍ଯ୍ୟନ୍ତ ୯୪ଟି ଶ୍ରୀ ସତ୍ୟସାଇ ଭଜନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ସାଇ ବାବାଙ୍କୁ ଆରତୀ ,ପୁଷ୍ପ ଅର୍ପଣ କରାଯାଇଥିଲା। ସାଇ ଭକ୍ତଙ୍କ ଦ୍ବାରା କାର୍ଯକ୍ରମ କରାଯାଇଛି । ମହିଳା ଓ ପୁରୁଷମାନେ ଭଜନ କୀର୍ତ୍ତନ କରୁଥିବା ଦେଖାଯାଇଛି ।
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive