ads

Breaking News

ଚାଷୀ ଆନ୍ଦୋଳନ ଜାରି ; ପ୍ରଶାସନ ଆଲୋଚନା ବିଫଳ


N Das
Baragarh
 ବରଗଡ଼ ----- ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପଧାନ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଆସି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହେଇଥିବାର ଚାଷୀ ନେତା ଟିକେଲାଲ ମିଶ୍ର କହିଥିଲେ।ଏବେ ପୁଣି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,ଡିଆଇଜି ସମ୍ବଲପୁର,ଏସ୍ ପି ବରଗଡ଼ ପଦ୍ମିନୀ ସାହୁ ତଥା ପ୍ରମୁଖ ଚାଷୀନେତା ମାନେ ରହି ଆଲୋଚନା ଜାରି ରହିଛି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts