ads

Breaking News

ଦୁର୍ଘଟଣାରେ ହୋମଗାର୍ଡଙ୍କର ମୃତ


 D Senapati
Delang

ଡେଲାଙ୍ଗ,-----ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୁଲା ଛକରେ ବାଇକ୍ ଦୁର୍ଘଟଣାରେ ହୋମଗାର୍ଡଙ୍କର ମୃତ ହୋଇଛି।  ଗତକାଲି ରାତିରେ ସାନ ଆଙ୍କୁଲା ଗ୍ରାମର ଦେବରାଜ ସିଂ (୫୩) ଡ୍ୟୁଟି କରିବା ପାଇଁ ଡେଲାଙ୍ଗ ଥାନାକୁ ଆସୁଥିଲେ। ଘରୁ ଆସିବା ବାଟରେ ଆଙ୍କୁଲା ଛକ ନିକଟରେ ଏକ ବାଇକ ସହ ତାଙ୍କର ଧକ୍କା ହୋଇ ଥିଲା। ସେଠାରେ ସେ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଜି ମୃତ୍ୟୁ ଘଟିଥିବା ଜଣାପଡିଛି ‌‌‌।  
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts