ads

Breaking News

ଭୂତ ପ୍ରେତଙ୍କ ପ୍ରମାଣ ଦେଲେ ୫୦ ହଜାର ପୁରସ୍କାର : ଜିଲ୍ଲାପାଳ

 ରମ୍ଭା--- ଆଜିର ଦିନରେ ଭୂତ ପେତ ଅଛି ବୋଲି ଲୋକମାନଙ୍କ ମନରେ ଏବେ ବି ବିଶ୍ୱାସ ରହିଛି । ଏହାକୁ ନେଇ ଅଧିକାଂଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭୂତ ପିଶାସର ଶିକାର ହୋଇ ପଡୁଥିବା ଜଣାପଡିଛି । ଏହି ବିଶ୍ୱାସ ଲୋକ ମାନଙ୍କ ମନରୁ ଦୂର କରିବା ପାଇଁ ଜିଲ୍ଲାପାଳ ଯିଏ ଭୂତ ପେତ ବା କୌଣସି ଶକ୍ତି ଅଛି ବୋଲି ଦେଖାଇଦେବ ବା ସଠିତ ପ୍ରମାଣ ଦେଇ ପାରିବ ସେ ବ୍ୟକ୍ତିଙ୍କୁ  ଜିଲ୍ଲାପାଳ ୫୦ ହଜାର ଟଙ୍କା ପୁରଷ୍କାର ଦେବେ ବୋଲି ଘୋଷଣା କରିଛନ୍ତି ।

ads

Blog Archive

Popular Posts