ads

Breaking News

ବାଲୁକାକଳା ମାଧ୍ୟମ ରେ ଦିପାବଳୀ ବାର୍ତ୍ତା ବାଣ୍ଟିଲେ

ପୁରୀ ------ପବିତ୍ର ଆଲୋକ ର ପର୍ବ ଦୀପାବଳୀ ରେ ଦୀପ ରେ ଆଲୋକିତ କରି ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ। ବାଣ ଫୁଟଇବା ଫଳରେ ବ୍ୟପକ ପ୍ରଦୂଷଣ ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପଡେ। ଏଣୁ ଏକ ସୁସ୍ଥ ପରିବେଶ ନେଇ ସମସ୍ତେ ବାଣ ବର୍ଜନ କରିବା ସହ ଦୀପ ଜାଳି ଅଲୋକ ର ପର୍ବ କୁ ପାଳନ କରିବାକୁ ନେଇ ସୁନ୍ଦର ବାଲୁକାକଳା ମାଧ୍ୟମ ରେ ବାର୍ତ୍ତା ଦେଇ ଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ। ସେ ତାଙ୍କର ବାଲୁକାକଳା ରେ ମା କାଳୀ ଙ୍କ ପ୍ରତିକୃତି କୁ ସ୍ଥାନ ଦେବା ସହ ସେ ନୋ କ୍ରାକର ବାର୍ତ୍ତା ଦେଇ ଛନ୍ତି । ପୁରୀ ର ଲାଇଟ ହାଉସ ବେଳାଭୂମି ରେ ୧୫ ଫୁଟ ର ଲମ୍ବ ର ଏହି ବଲୁକା କଳା ରେ ୧୦ ଟନ ବାଲି ଲାଗିଥିଲା ଏହି ସୁନ୍ଦର ବାଲୁକାକଳା ପାଇଁ । 

J sehti
puri News
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts