ads

Breaking News

ଲଗାଣ ବର୍ଷା ଯୋଙ୍ଗୁ ଏନ ଏ ଏସି ଜଳ ମଗ୍ନ


   ପୁରୀ--+++ ଲଘୁଚାପ   ଲଗାଣ ବର୍ଷା  ଯୋଗୁ କୋଣାର୍କ ଏନ ଏ ଏସି  ରାଉଳ ପାଟଣା ବାଲିସାହି ଦଳିତ ସାହି ଜଳମଗ୍ନ ହୋଇଛି. ଗତକାଲି ଠାରୁ ଲଗାଣ ବର୍ଷା ଲାଗି  ରହିଥିବାରୁ ବର୍ଷା ପାଣି ଯୋଙ୍ଗୁ ଏହି ଅଂଚଳ ପ୍ରଭାବିତ ହୋଇଛି, ବିଶେଷ କରି ଜଳ ନିଷ୍କାସନ ସମସ୍ୟା ଥିବାରୁ  ସାମାନ୍ୟ ବର୍ଷା ହେଲେ ଏଭଳି ପରିସ୍ଥିତି ଉପୁଜିଥାଏ ଏହି ଅଞ୍ଚଳରେ ବୋଲି ଲୋକମାନେ କହନ୍ତି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts