ads

Breaking News

ନାଳରେ ଗୋଡ଼ ଖସି ବୃଦ୍ଧ ଙ୍କର ମୃତ୍ୟୁ


 J Sehti
Puri News
ପୁରୀ---- ଲଘୁଚାପ ବର୍ଷା କୁ ନେଇ ପୁରୀ ସହର ବେହାଲ ହୋଇ ପଡିଛି। ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ରାସ୍ତା ଘାଟ ତଥା ତଳିଆ ଅଞ୍ଚଳ ଜଳାର୍ଣବ ହୋଇ ପଡିଛି। ଲଗାଣ ବର୍ଷାରେ ବିଲ ନାଳ ସବୁ ଆଡେ ଖାଲି ପାଣି ଆଉ ପାଣି୍ ।  ଯେପରିକି ବନ୍ୟାର ଭ୍ରମ ସୃଷ୍ଟି କରୁଥିବା ବେଳେ ଶୁକ୍ରବାର ୨ ଟା ବେଳେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ପୁରୀ ଜିଲ୍ଲା ନିମାପଡା ବ୍ଳକ ରେସିଙ୍ଗା ଗ୍ରାମର ଧୃଵ ଓଝା (୮୦)  ଶୌଚ ହେବା ପାଇଁ ଯାଇଥିଲା ବେଳେ ନାଳରେ ଗୋଡ଼ ଖସି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।  

ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts