ads

Breaking News

ମୁଖ୍ୟମନ୍ତ୍ରୀ ଙ୍କ ୫ଟି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ଶିବିର

ବରଗଡ଼----    ବରଗଡ଼ ଜିଲ୍ଲା ଅତାବିରା ଆରଏମସି ରେ ଆଜି ଆରଏମ ସି ସଂପାଦକ ବିଶ୍ୱଜିତ ବାରିକ ସଭାପତିତ୍ୱରେ କର୍ମଚାରୀ ପ୍ରଶିକ୍ଷଣ ଶିବିର ଏବଂ 5T ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ  ବରଗଡ଼ ଉପ ଜିଲ୍ଲାପାଳ ପ୍ରଭାତ ଚନ୍ଦ୍ର ଡ଼ଣ୍ଡସନା ରହିଥିବାବେଳେ ଅତାବିରା ଆରଏମ୍ ସି ଅଧିନସ୍ତେ ଥିବା ସମସ୍ତ ୟାଡ଼ ଇନଚାର୍ଜ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

N  das
Baragarh news
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts